Jump to content

ନାଶକ

ଉଇକିଅଭିଧାନ‌ରୁ

ନାଶକ

ଉଚ୍ଚାରଣ

[ସମ୍ପାଦନା]
(ନାଶିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ନଶ୍ ଧାତୁ ଣିଚ ନାଶି+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ନାଶ କରେ —୧. Destroying.
୨. ଧ୍ୱଂସକର — ୨. Ruinous; destructive.
୩. କ୍ଷତିଜନକ —୩. Injurious.
୪. ଯାହା ଦୂରୀଭୂତ କରେ —୪. Removing.