ନାଶଶୀଳ
(ନାଶଶୀଳା—ସ୍ତ୍ରୀ)
ନାଶଯୋଗ୍ୟ; ଯାହା ବିନାଶ ପ୍ରାପ୍ତ ହୁଏ; ନଶ୍ୱର — Of perishable nature; destructible.