Jump to content

ନାଶୀ

ଉଇକିଅଭିଧାନ‌ରୁ

ନାଶୀ

ଉଚ୍ଚାରଣ

[ସମ୍ପାଦନା]
(ନାଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନଶ୍. ଧାତୁ ଣିଚ ନାଶି. ଧାତୁ+କର୍ତ୍ତୃ. ଇନ୍;୧ମା. ୧ବ.)

[ସମ୍ପାଦନା]
୧. ବିନାଶକାରୀ — ୧. Destroying.

[ଦ୍ରଷ୍ଟବ୍ୟ — ଏହା ଅନ୍ୟ ଶବ୍ଦ ସହିତ ପ୍ରଯୁକ୍ତ ହୁଏ ଯଥା—ଦାରିଦ୍ର୍ୟଦୋଷୋ ଗୁଣରାଶିନାଶୀ]

୨. (ନାଶ+କର୍ତ୍ତୃ; ଇନ୍, ୧ମା. ୧ବ) ବିନାଶଶୀଳ; ନଶ୍ୱର — ୨. Perishable; mortal.