ନାଶ କରିବା
ଦେଖଣା
ନାଶ କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିନାଶ କରିବା — ୧. To destroy.
ଅନୁବାଦ
[ସମ୍ପାଦନା]- ୨. ଧ୍ୱଂସ କରିବା —୨. To ruin.
- ୩. କଳୁଷିତ କରିବା —୩. To spoil.
- ୪. (ଲକ୍ଷଣାର୍ଥ) ସମାପ୍ତ କରିବା; ବିତେଇବା — ୪. (figurative) To pass.
ବେଗେ ଗଲେ ସିନା ବିରାଟର ଦେଶକୁ, ତହିଁ ନାଶ କରିବା ଅଜ୍ଞାତ ବାସକୁ କୁଷ୍ଣସିଂହ. ମହାଭାରତ ଉଦ୍ଯୋଗ