Jump to content

ନାଶ ଯିବା

ଉଇକିଅଭିଧାନ‌ରୁ

ନାଶ ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧ୍ୱଂସପ୍ରାପ୍ତ ହେବା — ୧. To be ruined of destroyed.
୨. ଉଚ୍ଛନ୍ନ ହେବା —୨. To be annihilated.
୩. ନଷ୍ଟ ହେବା —୩. To be spoiled.

ପାଣି ନାଶଯାଏ ଫାଟେ. ଗୀତ ନାଶେ ଯାଏ ବାଟେ, ସ୍ତ୍ରୀର ନାଣ ଯାଏ ଯାତର ପରବେ, କଥା ନାଶ ଯାଏ ହାଟେ ଢଗ

୪. ଅଦୃଶ୍ୟ ହେବା —୪. To disppear.