Jump to content

ନାସ

ଉଇକିଅଭିଧାନ‌ରୁ

ନାସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନସ୍ୟ)

[ସମ୍ପାଦନା]
୧. ନସ୍ୟ — ୧. Snuff.
୨. ତମାଖୁଚୂର୍ଣ୍ଣ —୨. Powdered tobacco.

ଯେଉଁ କାଳୁ ହେଲା ସୁବାସ ନାସ ସେହି କାଳୁଁ ଗଲା (ହେଲା)ସୁବାଶ ନାଶ, ସୁବାସ ନାଶ, ସୁବାଶ ନାଶ—ଢ଼ଗ

୩. ନାକଦ୍ୱାରା ତେଣ୍ଡାଯିବା ଚୂନା ଔଷଧ — ୩. Medicinal powder adminstered through the nose.
୪. ନାସିକା —୪. Nose.

ନାସ ପ୍ରଶଂସା ଭାଷାରେ ଧନ ହେବ ତିଳ ସୁମନ ଭୁଣୀର ଅଭିମନ୍ୟୁ. ବିଗଧ୍. ଚିନ୍ତାମଣି

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ପାନ ସଙ୍ଗେ ବା ଖାଲି ପାଟିରେ ପକାଯିବା ତାମାଖୁଚୂର୍ଣ୍ଣ —Tobacco powder used as a chewing gum.