ନାସତ୍ୟ
ଦେଖଣା
ନାସତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାସା+ତ୍ୟଜ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ)
[ସମ୍ପାଦନା]ଅଶ୍ୱିନୀକୁମାର ଦ୍ୱୟ; ସ୍ୱର୍ଗବୈଦ୍ୟ — The twin heavenly physicians.
ବିଶେଷଣ - (ନ+ଅସତ୍=ଅସାଧୁ)
[ସମ୍ପାଦନା]ସତ୍ୟଭାଷୀ — Truthfull
ଦେଶଜ - ବିଶେଷଣ - (ସଂସ୍କୃତ - ନାସତ୍ୟା—ଅଶ୍ୱିନୀ ନକ୍ଷତ୍ର, ଅଶ୍ୱିନୀ ନକ୍ଷତ୍ରର ୩ ତାରାର ଆକୃତି ଘୋଡ଼ାମୁହଁ ପରି ଥିବାରୁ)
[ସମ୍ପାଦନା]ଘୋଡ଼ାମୁହାଁ ପୁଅ; କୁଳାଙ୍ଗାର ସନ୍ତାନ — An unworthy son of a family.
ବାଭାବରକୁଳେ ନାସତ୍ୟ ହୋଇଲି ସତ୍ୟ କରିବାରେ ମୁହିଁ ଭଞ୍ଜ. ବୈଦେହୀଶବିଳାସ