ନାସା
ଦେଖଣା
ନାସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନସ୍ ଧାତୁ+ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଘ୍ରାଣେନ୍ଦ୍ରିୟ; ନାକ —୧. Nose.
- ୨. ଚୌକାଠାରେ ଉପର ପଟା; ଶାର ଦୋଳି ପଟା; ସାକର ପଟା — ୨. The head-piece of a door frame; lintel.
- ୩. ନାକ ଉପରେ ହେବା ବ୍ରଣ; ଉହା ରୋଗ — ୩. A tumour in the nostril; polypus.
- ୪. ବାସକ ବା ବାସଙ୍ଗ ଗଛ —୪. A wild medicinal plant; J̄usticia Adhatoda.
- ୫. ହାତୀଶୁଣ୍ଢ —୫. The trunk of an elephant.
- ୬. ଶବ୍ଦ —୬. A sound.
- ୭. ନାସାରନ୍ଧ୍ର —୭. Nostril.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲସା (ଦେଖ) - — Lāsā (see)