Jump to content

ନାସାନାହ

ଉଇକିଅଭିଧାନ‌ରୁ

ନାସାନାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାସା+ଆନାହ)

[ସମ୍ପାଦନା]

ବାୟୂ ଓ କଫ ମିଶ୍ରିତ ହେଇ ନାକର ଛିଦ୍ର ବନ୍ଦ ହୋଇଯିବା ରୋଗ; ପ୍ରତିନାହ; ପ୍ରତୀନାହ —The stoppage of the nostrils with phlegm inside the wind.