Jump to content

ନାସାରନ୍ଧ୍ର

ଉଇକିଅଭିଧାନ‌ରୁ

ନାସାରନ୍ଧ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ନାସା+ରନ୍ଧ୍ର)

[ସମ୍ପାଦନା]
୧. ନାକପୁଡ଼ା; ନାସିକା ମଧ୍ୟସ୍ଥ ଶ୍ୱାସ ପ୍ରଶ୍ୱାସର ପଥ —୧. Nostril.
୨. ଗୁଣା, ବସୁଣି, ଦଣ୍ଡିଆଦି ପିନ୍ଧିବା ପାଇଁ ନାକରେ କରାଯିବା ଫୋଡ଼ —୨. Holes bored in the nostril for wearing ornaments and noserings.