ନାସାରୋଗ
ଦେଖଣା
ନାସାରୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ନାସା+ରୋଗ)
[ସମ୍ପାଦନା]ନାକରେ ହେବା ରୋଗ —A disease of the nose.
[ଦ୍ରଷ୍ଟବ୍ୟ —ଭାବ ପ୍ରକାଶ ମତରେ ନାସାରୋଗ ୩୪: ପ୍ରକାର ଓ ସୁଶ୍ରୁତ ମତରେ ୩୧: ପ୍ରକାର ଯଥା— ଅପୀନସ୍ୟ (ପୀନସ), ପୂତିନସ୍ୟ, ନାସାପାକ, ପୂଯୋଶୋଣିତ, କ୍ଷବଥୁ, ଭ୍ରଂଶଥି, ଦୀପ୍ତି, ପ୍ରତିନାହ, ପରିସ୍ରାବ, ନାସାଶୋଷ, ୪ ପ୍ରକାର ନାସାର୍ଶଃ, ୪ପ୍ରକାର ନାଶାଶୋଥ, ୭ ପ୍ରକାର ନାସାର୍ବୁଦ, ୫ପ୍ରକାର ପ୍ରତିଶ୍ୟାୟ; ଭାବପ୍ରକାଶରେ ଅଧିକା ୩ ପ୍ରକାର ରକ୍ତପିତ୍ତ]