Jump to content

ନାସାସ୍ରାବ

ଉଇକିଅଭିଧାନ‌ରୁ

ନାସାସ୍ରାବ

ଉଚ୍ଚାରଣ

[ସମ୍ପାଦନା]

(ନସାପରିସ୍ରାବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ନାସା+ସ୍ରାବ)

[ସମ୍ପାଦନା]

ଶରଦ ଯୋଗୁଁ ନାକରୁ ପାଣି ବା ସିଘାଂଣି ବୋହିବା ଅବସ୍ଥା —The running of the mucus through nose (due to cold).