ନାସିକ
ଦେଖଣା
ନାସିକ
ଉଚ୍ଚାରଣ
[ସମ୍ପାଦନା](ନାସିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ନାସିକା ବିଶିଷ୍ଟ — Nosed; having such or such a nose.
[ଦ୍ରଷ୍ଟବ୍ୟ —ଏହି ଶଦ୍ଦ ଅନ୍ୟ ଶଦ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା— ଉନ୍ନତ ନାସିକା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାସିକା)
[ସମ୍ପାଦନା]ପୌରାଣିକ ପଞ୍ଚବଟୀର ଆଧୁନିକ ନାମ — The country of Nāsika in South India.
[ଦ୍ରଷ୍ଟବ୍ୟ —ଏହା ହିନ୍ଦୁମାନଙ୍କର ଗୋଟିଏ ତୀର୍ଥ ଏଠାରେ ପିତୃ— ପକ୍ଷରେ ବହୁ ସହସ୍ର ହିନ୍ଦୁ ତର୍ପଣ କରିବାକୁ ଯାଆନ୍ତି ଏହା ମହାରାଷ୍ଟ୍ର ଦେଶରେ ଅବସ୍ଥିତ ଏହା ନିକଟରୁ ଗୋଦାବରୀ ବାହାରି ଅଛି ଏହି ନଗର ଗୋଦାବରୀ ନଦୀର ଉତ୍ତରରେ ଅବସ୍ଥିତ ଏଠାରେ ଶ୍ରୀ ରାମଚନ୍ଦ୍ରଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସାକର୍ଣ୍ଣ ଛେଦନ କରିଥିଲେ ତେଣୁ ଏ ସ୍ଥାନର ନାମ ନାସିକ ହେଇଅଛି— ମଦନମୋହନ. ତୀର୍ଥଦର୍ଶନ]