ନାସିକନ୍ଧମ
(ନାସିକନ୍ଧମା—ସ୍ତ୍ରୀ)
ଯେ ଶୋଇଲା ବେଳେ ନାକ—ଦ୍ୱାରା ସଶବ୍ଦ ନିଶ୍ୱାସ ବା ଘୁଙ୍ଗୁଡ଼ି ମାରେ — Blowing or breating through the nose; snoring through the nose during sleep.