ନାସିକା
ଦେଖଣା
ନାସିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାସା+ସ୍ୱାର୍ଥେ. କ+ଆ; ତୁଳନା କର—ରାଧାରୁ ରାଧିକା; ଲତାରୁ ଲତିକା ଇତ୍ୟାଦି)
[ସମ୍ପାଦନା]- ୧. ନାସା (ଦେଖ) - ୧. Nāsā (See)
[ଦ୍ରଷ୍ଟବ୍ୟ —ନାସା ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ମିଶି ଯେଉଁ ପଦମାନ ହୁଏ, ନାସିକା ଶବ୍ଦ ସେହି ଶବ୍ଦମାନଙ୍କ ସଙ୍ଗେ ମିଶିଲେ ସେହିପରି ପଦ ନିଷ୍ପନ ହୁଏ ଯଥା—ନାସି କାଗ୍ର, ନାସିକାପୁଟ, ନାସିକମଳ]
- ୨. ଅଶ୍ୱିନୀ —୨. An epithet of AṠwinī
- ୩. ଥେଣ୍ଟି —୩. A pointed projection.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଶ୍ରେଷ୍ଠ; ପ୍ରଧାନ (ହିନ୍ଦୀ - ଶ) —Chief; principal.