Jump to content

ନାସିକ୍ୟ

ଉଇକିଅଭିଧାନ‌ରୁ

ନାସିକ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନାସିକା+ଯ)

[ସମ୍ପାଦନା]
୧. ନାସିକାରୁ ଉତ୍ପନ୍ନ — ୧. Nasal; produced from the nose.
୨. ନାସିକା ସମ୍ୱନ୍ଧୀୟ —୨. Relating to the nose.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନାକ —୧. Nose.
୨. ଅଶ୍ୱିନୀ କୁମାର ଦ୍ୱୟ —୨. The twin sons of Aṡwinimacr;
୩. ନାସିକ (ଦେଖ) - —୩. Nāsika (See)
୪. ଅନୁନାସିକ ସ୍ୱର —୪. Nasal sound.