Jump to content

ନାସୀର

ଉଇକିଅଭିଧାନ‌ରୁ

ନାସୀର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାସ୍ ଧାତୁ ଶଦ୍ଦ କରିବା+ଈର, ଯେଉଁମାନେ ସିଂହନଦ କରନ୍ତି)

[ସମ୍ପାଦନା]
୧. ସେନାମୁଖ; ଅଗ୍ରବର୍ତ୍ତୀ ସେନା — ୧. The vanguard of an army.
୨. ଅଗ୍ରଗାମୀ ସୈନିକ —୨. Pioneer.

ବିଶେଷଣ -

[ସମ୍ପାଦନା]

ସେନାଦଳର ଅଗ୍ରଗାମୀ — Advancing in front of any army.