ନାସ୍ତାନାବୁତ୍
ଦେଖଣା
ନାସ୍ତାନାବୁତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାସ୍ତାନାବୁତ୍
|
ବୈଦେଶିକ - ବିଶେଷଣ - (ଫାରାସୀ - ନସ୍ତ୍ ନାବୁଦ୍)
[ସମ୍ପାଦନା]- ୧. ବିଧ୍ୱସ୍ତ; ନଷ୍ଟଭ୍ରଷ୍ଟ — ୧. Ruined; destroyed; annihilated.
- ୨. ଛିନ୍ନ ଭିନ୍ନ; ବିପର୍ଯ୍ୟସ୍ତ — ୨. Pulled dowm; reversed.
- ୩. ହଗାଲଗା; ବ୍ୟତିବ୍ୟସ୍ତ; ଆକ୍ରାନ୍ତ — ୩. Over-powered; at bay.
- ୪. ମୂଳୋତ୍ପାଟିତ; ନିର୍ମୂଳ —୪. Eradicated.
ବିଶେଷ୍ୟ -
[ସମ୍ପାଦନା]ସର୍ବନାଶ —୧. Annihilation.
- ୨. ବିନାଶ; ଧ୍ୱଂସ —୨. Ruin.
- ୩. ସମୂଳ ନାଶ —୩. Eradication.