Jump to content

ନାସ୍ତିକ

ଉଇକିଅଭିଧାନ‌ରୁ

ନାସ୍ତିକ

ଉଚ୍ଚାରଣ

[ସମ୍ପାଦନା]
(ନାସ୍ତିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ନାସ୍ତି=ନାହିଁ+କ; ପରୋଲୋକ ଓ ଈଶ୍ୱର ନାହାନ୍ତି, ଏହା ଯେ କହେ)

[ସମ୍ପାଦନା]
୧. ଈଶ୍ୱରଙ୍କ ଅସ୍ତିତ୍ୱ ଅସ୍ୱୀକାରକାରୀ —୧. Atheistical.
୨. ବେଦ, ପରକାଳ ଓ ଦବତା ଆଦି ନ ମାନିବା (ବ୍ୟକ୍ତି) ୨. Infidel; unbeliever; denying the authority of the Bedas, a future existence and the exstence of the Creator of the universe.

ବିଶେଷ୍ୟ -

[ସମ୍ପାଦନା]

ଯେ ଈଶ୍ୱରଙ୍କୁ ମାନେ ନାହିଁ — An atheist; an in- <? ?>field; an unbeliever.