Jump to content

ନାସ ଘୋଟା

ଉଇକିଅଭିଧାନ‌ରୁ

ନାସ ଘୋଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନସ୍ୟ ପ୍ରସ୍ତୁତ କରିବା ପାଇଁ ତମାଖୁକୁ ଚୂର୍ଣ୍ଣ କରିବା —୧. Grinding of tobacco into powder for preparing snuff.
୨. ଯେଉଁ ଠେଙ୍ଗାରେ ମୂଳଦ୍ୱାରା ନାସ ଘୋଟିବାକୁ ହୁଏ — ୨, A stick for grinding tobacco into snuff.
୩. ଯେଉଂ କୁଣ୍ଡିରେ ନାସ ଘୋଟା ହୁଏ —୩. A mortar for grinding tobacco into snuff.


ଦେଶଜ - ବିଶେଷଣ -

[ସମ୍ପାଦନା]

ନାସ ଘୋଟିବାରେ ବ୍ୟହୃତ (କୁଣ୍ଡି ଓ ଠେଙ୍ଗା) — (mortar and stick) Used grinding tobacco into sunff.