ନାସ ଶୁଘିଂବା
(ନାସ ଘି [ଘେ] ନିବା, ନାସ ଚଢ଼ା[ଢ଼େ]ଇବା, ନାସ ନେବା—ଅନ୍ୟରୂପ)
ନାସିକତାଦ୍ୱାରା ନସ୍ୟ ଗ୍ରହଣ କରିବା; ନସ୍ୟ ଆଘ୍ରାଣ କରିବା —To take snuff.