ନାହକା
ଦେଖଣା
ନାହକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ନାୟକ=ପ୍ରଧାନ) ===
- ୧. ଏକପ୍ରକାର ବଡ଼ ଶୁଆ; ତୋତା; କାକାତୁଆ — A big species of parrot; cackatoo; macaw.
- ୨. ଗଛର ପ୍ରଧାନ ଚେର —୨. The principal of main roopt of a tree.
- ୩. କାଠ ପଟାଳି ମଧ୍ୟରେ ଥିବା ଦୀର୍ଘତମ କାଷ୍ଠ — ୩. The longest long in a raft of timbers.