Jump to content

ନାହା

ଉଇକିଅଭିଧାନ‌ରୁ

ନାହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଥ)

[ସମ୍ପାଦନା]
୧. ପ୍ରଭୂ —୧. Lord; master.

ବିଚାରିଲେ ଏହା ଦେଖିଲେ ନରନାହା, କି ବୋଲିବେ ତାଙ୍କୁ କହିବା ଆମ୍ଭେ କାହା କୃଷ୍ଣସିଂହ. ମହାଭାରତ ସଭା

୨. ରାଜା —୨. King.

ବୋଧି ବହେ ଅଷ୍ଟ ଦିର୍ଗ ନହା—କବିସୂର୍ଯ୍ୟ ସଂଗୀତ

୩. ସ୍ୱାମୀ —୩. Husband.
୪. (ସଂସ୍କୃତ - ନୌକା; ଫା; ନାଡ଼—ଡ଼ଙ୍ଗା (ଦେଖ) - ୪. Ḍaṇgā ୯See)
୫. (ସଂସ୍କୃତ - ଲକ୍ଷା) ଲାହା (ଦେଖ) - — ୫. Lāhā (See)

(ସଂସ୍କୃତ - ନାୟକ)ବିଶେଷଣ -

[ସମ୍ପାଦନା]

ଶ୍ରେଷ୍ଠ —Best

ମୋହଠାରୁ ବସିଣ ଶୁଣି ଦ୍ୱିଜନାହୀ କୃଷ୍ଣସିଂହ. ମହାଭାରତ ବନ