ନାହାରି
ଦେଖଣା
ନାହାରି
ଉଚ୍ଚାରଣ
[ସମ୍ପାଦନା](ନାହାରିଆ—ଅନ୍ୟରୂପ)
ନାହାରିଆଣୀ, ନାହାରୁଣୀସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଲାକ୍ଷା+ କାରୀ; ଢୁଳ ବଙ୍ଗାଳୀ - ଲାହାରି)
[ସମ୍ପାଦନା]ଶଙ୍ଖାରୀ; ଲାଖ ଚୁଡ଼ି ବା ଶଙ୍ଖା ବ୍ୟବସାୟୀ ନୀଚ ଶୂଦ୍ର ଜାତିବିଶେଷ — A kind of low class Ṡūdra dealing with lac bangles.