ନାହାଳ
ବନ୍ୟ ଦୃଢ଼ କାଷ୍ଠ ବୃକ୍ଷବିଶେଷ — A kind of hard-wooded wild tree.
ଗୋରୁ ଚମ ତୂଣ ଯେ ନାହାଳ ବେନି କାଣ୍ଡ ବାଳ ରାମାୟଣ. ଗୂହକ ମିଳନ