Jump to content

ନାହାଳିବା

ଉଇକିଅଭିଧାନ‌ରୁ

ନାହାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଲହରୀ)

[ସମ୍ପାଦନା]
୧. ତରଳ ପଦାର୍ଥ ବହୁ ପରିମାଣରେ ଢ଼ାଳି ଦେବା — ୧. To pour out some liquid profusely.
୨. ବହୁ ପରିମାଣରେ ପତଳା ଝାଡ଼ା ଫେରିବା — ୨. To pass liquid stools profusely.
୩. ଅନର୍ଗଳ ଗପିବା — ୩. To talk on without stopping.
୪. (ବାଘ) ଗଳଗାଜିବା ବବା ଗର୍ଜି ଉଠିବା — ୪. (a tiger) To roar furiously.
୫. ନାହାଳ ଯିବା (ଦେଖ) - —୫. Nāhāḻi jibā (See)