Jump to content

ନାହାଳି ଯିବା

ଉଇକିଅଭିଧାନ‌ରୁ

ନାହାଳି ଯିବା

ଉଚ୍ଚାରଣ

[ସମ୍ପାଦନା]

ନାଳେଇ ଯିବା, ନାହାଳେଇ ଯିବାଅନ୍ୟରୂପ

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -

[ସମ୍ପାଦନା]
୧. (ଧାନ ଗଛମାନ ୩/୪: ଫୁଟ ଉଚ୍ଚ ହୋଇଥିବା ଅବସ୍ଥାରେ କିଆରିରେ ଧାନ ଗଛର ମଧ୍ୟଭାଗ ପର୍ଯ୍ୟନ୍ତ ପାଣି ବହୁକାଳ ଜମି ରହିଲେ ଉକ୍ତ ଧାନ ଗଛମାନ ଅଣ୍ଟାଠାରୁ ତଳକୁ ପାଣିରେ ସଢ଼ିଯିବା ଯୋଗୁଁ) ତଳଆଡ଼କୁ ଝୁଙ୍କି ପଡ଼ିଯିବା — ୧. To fall down by breaking at the middle (said of tall paddyy plants which remain half submerged in water for a long time.)