ନାହା ଚାଳି
ଦେଖଣା
ନାହା ଚାଳି
ଉଚ୍ଚାରଣ
[ସମ୍ପାଦନା](ନାହାଚାଳିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡଙ୍ଗା ଉପରେ କରାଯାଇଥିବା ତ୍ରିକୋଣ ଚାଳ ୧. A triangular thatch put on a country boat, the eaves of which touch the sides of the boat.
(ମଉଡ଼ମରା, ଏକଚାଳିଆ—ବୀପରିତ)
- ୨. ଲମ୍ୱେ ଲମ୍ୱେ ତ୍ରିକୋଣ ଚାଲିଥିବା ଅଳ୍ପ ଚାଳ ଘର (ଯେଉଁ ଘରର ଚାଳ ମଉଡ଼ମରା ବା ଚତୁଷ୍କୋଣବିଶିଷ୍ଟ ନୁହେଁ ଓ ଯେଉଁ
ଘରର ହାତିଅନ୍ଧ ଥାଏ) —୨. Gable-roofed house; a low house with a double roof.
===ବିଶେଷଣ -
(ଯେଉଁ ଘରର ଚାଳ) ନାହାର ଚାଳ ପରି ଦୁଇଫାଳିଆ — Gable-roofed (house); gabled roofed.