Jump to content

ନାହା ବୁଡ଼ିବା

ଉଇକିଅଭିଧାନ‌ରୁ

ନାହା ବୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ନାହା ବୁଡ଼ିଯିବା, ନାହା ଡ଼ୁବିବା—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୌ+ ବୁଡ଼ ଧାତୁ)

[ସମ୍ପାଦନା]
୧. ଡଙ୍ଗା ଜଳମଗ୍ନ ହେବା —୧. The foundering or sinking of a boat;
୨. (ଲକ୍ଷଣାର୍ଥ) ଆଶା ଭରସା ତୁଟି ଯିବା; ଆଶ୍ରୟ ହୀନ ବା ଅରକ୍ଷ ହେବା — ୨. (figurative) Becoming hopeless and shelterless.