ନାହା ମେଲିବା
ଦେଖଣା
ନାହା ମେଲିବା
ଉଚ୍ଚାରଣ
[ସମ୍ପାଦନା](ନାହା ଚାଳିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାହା ମେଲିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସମୁଦ୍ର ବା ନଦୀକୁ ପାର ହେବା ପାଇଁ ଡ଼ଙ୍ଗାକୁ ପାଣିରେ ଚଳାଇବାକୁ ଆରମ୍ଭ କରିବା — To start a boat to cross a river or sea.