Jump to content

ନାହି

ଉଇକିଅଭିଧାନ‌ରୁ
  • ଲାହି; ନାଭି
  • ଚକ୍ରର ମଧ୍ୟସ୍ଥ ହାଣ୍ତି
  • ଚକ୍ରର କେନ୍ଦ୍ରସ୍ଥ ରନ୍ଧ୍ର; ଚକ୍ର ମଧ୍ୟ
  • କୋଲପର ଛିଦ୍ରମଧ୍ୟସ୍ଥ କୀଳକ; କୋଲପର ମେରୁନାହି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଭି)

[ସମ୍ପାଦନା]
୧. ଲାହି; ନାଭି — ୧. Navel.
୨. ଚକ୍ରର ମଧ୍ୟସ୍ଥ ହାଣ୍ଡି —୨. The hub or the central block of a wheel.


୩. ଚକ୍ରର କେନ୍ଦ୍ରସ୍ଥ ରନ୍ଧ୍ର; ଚକ୍ର ମଧ୍ୟ — ୩. The central hole of a wheel.
୪. କୋଲପର ଛିଦ୍ରମଧ୍ୟସ୍ଥ କୀଳକ; କୋଲପର ମେରୁ (ଯହିଁରେ କୁଞ୍ଚିକାଠି ବୁଲେ) — ୪. The pin in the centre of the hole of a lock.