ନାହିଁନା
ଦେଖଣା
ନାହିଁନା
ଉଚ୍ଚାରଣ
[ସମ୍ପାଦନା](ନାହିଁନା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ. (ନାହିଁ ଶବ୍ଦର ଦୁଇଥର ପ୍ରୟୋଗଦ୍ୱାରା ନାହିଁ ଅର୍ଥ ଉପରେ ଗୁରୁତାରୋପ)
[ସମ୍ପାଦନା]- ୧. ଆଦୌ ନାହିଁ; ନୁହେଁ — ୧. No no.
ଆବର ନାହିଁ ନା ଉପମ—ଯଶୋବନ୍ତ. ପ୍ରେମଭକ୍ତିଗୀତା
- ୨. (ପ୍ରଶ୍ନାର୍ଥରୂପ) ଅବଶ୍ୟ (ଯଥା—ମୁଁ କାଲି ଘରକୁ ଯିବି ନାହିଁ ନାଁ ? ଅର୍ଥାତ୍ ମୁଁ କାଲି ଘରକୁ ନିଶ୍ଚୟ ଯିବି) — ୨. (interrogative from) Certainly.