ନାହିଁ କରିବା
ଦେଖଣା
ନାହିଁ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାହିଁ କରିବା
|
ନାହିଁ ନାହିଁ କରିବା, ନାହିଁ ନାହିଁ ହେବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅସ୍ୱୀକାର କରିବା; ଅସମ୍ମତ ହେବା — ୧. To disagree.
ତା ନାହିଁ କରିବାର ନୁହେଁ ମୋ ଉଚିତ— କୃଷ୍ଣସିଂହ ମହାଭାରତ. ବନ
- ୨. ନାମଞ୍ଜୁର କରିବା; ଅଗ୍ରାହ୍ୟ କରିବା —୨. To reject.
- ୩. ମନା କରିବା —୩. To refuse; to deny.
ଏକାଳେ ବାହୁକ ମୋତେ ନକଲ ନାହିଁ—କୃଷ୍ଣସିଂହ. ମହାଭାରତ, ବନ