ନାହିଆ
ଦେଖଣା
ନାହିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାହିଆ
|
(ନାହ୍ୟା—ଅନ୍ୟରୂପ)
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ନାଭିଳ)
[ସମ୍ପାଦନା]ଗୋଟାଳିପରି ବଡ଼ ନାଭିବିଶିଷ୍ଟ (ବ୍ୟକ୍ତି) —Having a big or swollen navel.
ବିଶେଷ୍ୟ -
[ସମ୍ପାଦନା]- ୧. ମାଛମାନଙ୍କ ରୋଗବିଶେଷ (ଏଥିରେ ମାଛମାନଙ୍କ ନାହି ଫୁଲି ଯାଏ; ଏମାନେ କିଛିକାଳ ଚିତି ହୋଇ ପହରନ୍ତି ଓ ପରେ ମରିଯାଆନ୍ତି) —୧. A kind of disease of fishes by which they float on the water with the belly up and die after some time.
- ୨. ଗୋରୁମାନଙ୍କ ରୋଗବିଶେଷ — ୨. A kind of cattle disease.
- ୩. ଶଗଡ଼ ଚକର କେନ୍ଦ୍ରସ୍ଥ ଛିଦ୍ରର ଚାରିପାଖେ ଦିଆଯିବା ଲୈହ ବଳୟ; ପନ୍ଦା଼ଡ଼ି — ୩. A thick iron surrounding th central hole in the navel of a cart wheel.