ନାହି ନାଡ଼ ଧରି ଟେକି ଦେବା
ଦେଖଣା
ନାହି ନାଡ଼ ଧରି ଟେକି ଦେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ନବ ଜାତ ଶିଶୁର ନାହି— ନାଡ଼ କଟା ନ ହେବା ପୂର୍ବରୁ ତାହାକୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରିବାକୁ ଇଚ୍ଛା କରୁଥିବା ସ୍ତ୍ରୀଙ୍କ ହସ୍ତକୁ ଦତ୍ତକ ପୁତ୍ରରୂପେ ଦାନ କରିବା (a mode of adoption prevalent in Orissa) To hand over a child to an adopting mother before it's navel cord is cut.