Jump to content

ନାହୁଡ଼ ମାରିବା

ଉଇକିଅଭିଧାନ‌ରୁ

ନାହୁଡ଼ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ବିଛା ଆଦି) ଲାଙ୍ଗୁଡ଼ଦ୍ୱାରା ଆଘାତ କରିବା; ୨ (ବିରୁଡ଼ି ଆଦି) ମୁହଁରେ ଦଂଶନ କରିବା