Jump to content

ନାୟାର

ଉଇକିଅଭିଧାନ‌ରୁ

ନାୟାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦକ୍ଷିଣଭାରତର କେରଳ (ମାଲାବାର ଉପକୂଳ) ଅଞ୍ଚଳବାସୀ ଶୂଦ୍ରଜାତିବିଶେଷ — The Nairs; a caste of Ṡūdras in the Malabar coast South India.

[ଦ୍ରଷ୍ଟବ୍ୟ —ନମ୍ୱୁଦ୍ରି ତଳେ ନୋଟ୍ ଦେଖ ଏମାନଙ୍କ ସମାଜରେ ଜଣେ ସ୍ତ୍ରୀ ବହୁ ପତି ଗ୍ରହଣ କରିବାର ପ୍ରଥା ଚଳେ କିନ୍ତୁ ବର୍ତ୍ତମାନ ଏ ପ୍ରଥା କ୍ରମଶଃ ରହିତ ହେଉଅଛି ସନ୍ତାନମାନେ ମାତୃ ସମ୍ପତ୍ତିରେ ଉତ୍ତରାଧିକାରୀ ହୁଅନ୍ତି ଓ ମୃତ ବ୍ୟକ୍ତିର ଭଣଜା ଉତ୍ତରାଧିକାରୀ ହୁଏ କନ୍ୟାର କନ୍ୟା, ତାହାର କନ୍ୟା ଏହିରୂପେ କନ୍ୟାକ୍ରମେ ଏମାନଙ୍କ ବଂଶବୃକ୍ଷ କଳ୍ପିତ ହୁଏ ନାୟାରମାନଙ୍କ ମଧ୍ୟରେ ଉତ୍ତରାଧିକାର ପ୍ରଥାକୁ ମରୁମକ୍କଥୟମ୍ (Marumakkathayam) ବୋଲାଯାଏ—ମେନ୍, ହିନ୍ଦୁ ଆଇନ୍ ]