Jump to content

ନା(ଲେ)କ

ଉଇକିଅଭିଧାନ‌ରୁ

ନା(ଲେ)କ

ଉଚ୍ଚାରଣ

[ସମ୍ପାଦନା]

[ନାଳୀ(ଲୀ)କ—ଅନ୍ୟରୂପ]

ସଂସ୍କୃତ - ବି—(ନାଳି+କ)

[ସମ୍ପାଦନା]
୧. ପଦ୍ମ —୧. Lotus.

ଚକା ନୟନକୁ ତକା (ରେ ମନ) ନାଲିକ ବନ୍ଧ ଜ ନାଲ ନେତ୍ର ତେଜ କରିପାରନ୍ତି ସେ ଫିକା ଭଜନ

୨. ମହିଷ —୨. Buffalo.
୩. ପ୍ରାଚୀନ କାଳରେ ଭାରତରେ ବ୍ୟବହୃତ ନଳବିଶିଷ୍ଟ ଆଗ୍ନେୟାସ୍ତ୍ର —୩. A kind of barrelled fire- arm used in ancient india.

[ ଦ୍ର—ଆକାର ଓ ବ୍ୟବହାର ଭେଦରେ ଏହା ଦ୍ୱିବିଧ ଲଘୁନାଳିକ ଓ ବୃହନ୍ନାଳିକ (ଆଧୁନିକ ବନ୍ଧୁକ ଓ ତୋପ) ଏହା ୨/?/: ହାତ ଲମ୍ୱା ଲୌହନଳ, ତହିଁରୁ ମୂଳରେ ତୀର୍ଯ୍ୟକ୍ଭାବରେ ଗୋଟିଏ ଛିଦ୍ର, ମୂଳଠାରୁ ଅଗ୍ର ପର୍ଯ୍ୟନ୍ତ ଅନ୍ତଃସୁଷିତ (ଗର୍ତ୍ତ), ମୂଳରେ ଓ ଅଗ୍ର ଭାଗରେ ଲକ୍ଷ୍ୟ ଠିକ କରିବାର ପାଇଁ ତିଳ ବିନ୍ଦୁ ଅଛି ଚକମକିକେ ଆଘାତ ପାଇବା ମାତ୍ରେ ନିଆଁ ବାହାରେ ଓ ସେ ନିଆଁ ଅଗ୍ନିଚୁର୍ଣ୍ଣ (ବାରୁଦ)ରେ ଲାଗି ନଳ ମଧ୍ୟର ବାରୁଦକୁ ଜଳାଏ ନଳର ମୂଳସ୍ଥ ଛିଦ୍ର ପାଖେ ଅଗ୍ନିଚୂର୍ଣ୍ଣର ଆଧାର ନିମନ୍ତେ ଗୋଟିଏ କର୍ଣ୍ଣ ଥାଏ ଏଥିର ଉପାଙ୍କ ଓ ବୁଧ୍ନ (ମୁଠ) ଉତ୍ତମ କାଠରେ ନିର୍ମିତ ନଳସ୍ଥ ଗର୍ତ୍ତରେ ମଧ୍ୟମାଙ୍ଗୁଳି ପ୍ରବେଶ କରି ପାରିବ ନଳରେ ଅଗ୍ନି ଚୂର୍ଣ୍ଣ ଭରିବା ପାଇଁ ଦୃଢ଼ ଲୌହ ଶଳାକା ଥାଏ ଏ ଯନ୍ତ୍ରର ନାମ ଲଘୁ— ନାଳିକା, ଏହା ପଦାତି ଓ ଅଶ୍ୱାରୋହୀମାନେ ବ୍ୟବହାର କରୁଥିଲେ ବୃହନ୍ନାଳିକର ଆକାର ଓ ନଳ ବଡ଼ ଓ ତହିଁରେ କାଠର ମୁଠ ନ ଥିଲା ଓ ତାହା ଶକଟ ଓ ଉଷ୍ଟ୍ରଆଦିଙ୍କଦ୍ୱାରା ବାହିତ ହେଉଥିଲା ଏଥିରେ ଗୁଳା ଚଳାଯାଉଥିଲା—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ଶୁକ୍ରନୀତି ୪ ର୍ଥ ଅଧ୍ୟାୟ ]