ନିଃ
ଦେଖଣା
ନିଃ
ଉଚ୍ଚାରଣ
[ସମ୍ପାଦନା](ନିର୍—ଅନ୍ୟରୂପ)
ସଂସ୍କୃତ - ଉପସର୍ଗ
[ସମ୍ପାଦନା]ନଞ୍ଜର୍ଥକ ଉପସର୍ଗ —a negative particle meaning Not.
ନିଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - (ଉପସର୍ଗ)
[ସମ୍ପାଦନା]ନିନ୍ ଉପସର୍ଗ; (ସଂସ୍କୃତ ବ୍ୟାକରଣ ସନ୍ଧିର ନିୟମ ଅନୁସାରେ 'ର୍'ଠାରେ ବିସର୍ଗ ହୋଇ 'ନିଃ' ହୁଏ) —A change of the negative prefix 'nir' when added to words or roots beginning with 'ṡa', sa and ksha.
[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣର ନିୟମ ଅନୁସାରେ ନିର୍ ଉପସର୍ଗ ଶ, ସ ଓ କ୍ଷ ଆଦ୍ୟରେ ଥିବା ପଦ ବା ଧାତୁ ପୂର୍ବେ ଯୁକ୍ତ ହେଲେ ସ୍ଥାନରେ ନିଃ ହୁଏ ଯଥା; ନିଃଶବ୍ଦ, ନିଃସାର; ନିଃକ୍ଷତ୍ର]