ନିଃକ୍ଷତ୍ରିୟ
ଦେଖଣା
ନିଃକ୍ଷତ୍ରିୟ
ଉଚ୍ଚାରଣ
[ସମ୍ପାଦନା](ନିଃକ୍ଷତ୍ରିୟା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ -(ନିର୍=ନାହିଁ+କ୍ଷତ୍ରିୟ=ବୀର; ଯହିଁରେ)
କ୍ଷତ୍ରିୟ ଶୂନ୍ୟ; ବୀରଶୂନ୍ୟ (ପୃଥିବୀ) — Devoid of all warriors; shorn of all Kshatriyas; (the earth) with all its warriors extirpated.
(ଯଥା—ପରଶୁରାମ ଭାରତବର୍ଷକୁ ୭ ବାର ନିଃକ୍ଷତ୍ରିୟ କରିଥିଲେ)