Jump to content

ନିଃକ୍ଷୋଭ

ଉଇକିଅଭିଧାନ‌ରୁ

ନିଃକ୍ଷୋଭ

ଉଚ୍ଚାରଣ

[ସମ୍ପାଦନା]
(ନିଃକ୍ଷୋଭା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -(ନିର୍+କ୍ଷୋଭ)

[ସମ୍ପାଦନା]

କ୍ଷୋଭରହିତ ଅବସ୍ଥା — Serenity; the state of being free from agitation; quietness; tranquility.

ବିଶେଷଣ - ପୁଂ.

[ସମ୍ପାଦନା]
୧. କ୍ଷୋଭହୀନ — ୧. Undisturbed.
୨. ଅକ୍ଷୁବ୍ଧ; ପ୍ରଶାନ୍ତ —୨. Serene; tranquil.