Jump to content

ନିଃଶଙ୍କ

ଉଇକିଅଭିଧାନ‌ରୁ

ନିଃଶଙ୍କ

ଉଚ୍ଚାରଣ

[ସମ୍ପାଦନା]

(ନିଃଶଙ୍କିତ—ଅନ୍ୟରୂପ)

(ନିଃଶଙ୍କା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ନିର୍+ଶଙ୍କା)

[ସମ୍ପାଦନା]
୧. ନିର୍ଭୟ — ୧. Fearless; doubtless.
୩. ଆଶଙ୍କାରହିତ — ୩. Free from apprehension.
୪. ନିରାପଦ —୪. Safe.
୫. ଦ୍ୱିଧାହୀନ — ୫. Free from hesitation; unhesitating.

ସଂସ୍କୃତ - ବିଶେଷ୍ୟ - (ସଂଙ୍ଗୀତ)

[ସମ୍ପାଦନା]

ଏକପ୍ରକାର ନୃତ୍ୟ ରବା ତାଳ — (music) A kind of music or dance (M.W.)

ସଂସ୍କୃତ - କ୍ରି.ବିଶେଷଣ - (ସଂସ୍କୃତ - ନିଃଶଙ୍କମ୍)

[ସମ୍ପାଦନା]

ନିର୍ଭୟରୂପେ; ଆଶଙ୍କାରହିତ ହୋଇ; ନିଶ୍ଚିନ୍ତ ଭାବରେ —Fearlessly; unhesita tingly; securely.