Jump to content

ନିଃଶଙ୍କାରେ

ଉଇକିଅଭିଧାନ‌ରୁ

ନିଃଶଙ୍କାରେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. ବିଂ. (ରେ ଯୋଗେ)

[ସମ୍ପାଦନା]

ଭୟଶୁନ୍ୟ ହୋଇ — Fearlessly.

ଶଙ୍କର କରି ପୂଜା କଲେ ନିଃଶଙ୍କାରେ କୃଷ୍ଣସିଂହ. ମହାଭାରତ. ବନ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭୟଶୃନ୍ୟତା —୧. Fearlessness.
୨. ଦ୍ୱିଧା ଶୂନ୍ୟତା —୨. Absence of hesitancy.