ନିଃଶବ୍ଦ ପଦବିକ୍ଷେପ
ଦେଖଣା
ନିଃଶବ୍ଦ ପଦବିକ୍ଷେପ
ଉଚ୍ଚାରଣ
[ସମ୍ପାଦନା](ନିଃଶବ୍ଦ ପଦ ସଞ୍ଚାର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ୬ଷ୍ଠୀ ତତ୍ ଓ କର୍ମଧା; ନିର୍+ଶବ୍ଦ+ପଦ+ବିକ୍ଷେପ)
[ସମ୍ପାଦନା]ଚାଲିଲାବେଳେ ପଦ ଶବ୍ଦ ଆଦୌ ନ ହେବା ପାଇଁ ଥିରି ପାଦ ପକାଇବା — Walking with noiseless steps.
(ନିଃଶବ୍ଦପଦବିକ୍ଷେପା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ଲୋକର ଚାଲିଲାବେଳେ ପଦ ଶବ୍ଦ ଶୁଣା ଯାଏ ନାହିଁ —Walking with noiseless footsteps.