Jump to content

ନିଃଶଲ୍ୟ

ଉଇକିଅଭିଧାନ‌ରୁ

ନିଃଶଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଶଲ୍ୟ)

[ସମ୍ପାଦନା]
୧. ଶଲ୍ୟରହିତ— (ହିନ୍ଦୀ - ଶ.) —୧ Dartless; splinterless.
୨. ନିଷ୍କଣ୍ଟକ; ପ୍ରତିବନ୍ଧକରହିତ—(ହିନ୍ଦୀ - ଶ) — ୨. free From obstacles or thorns.
୩. ଯନ୍ତ୍ରଣା ଶୂନ୍ୟ —୩. Free from pain (M.W.)

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]

ବିନା ଯନ୍ତ୍ରଣାରେ —Painlessly (M.W.)