Jump to content

ନିଃଶଳାକ

ଉଇକିଅଭିଧାନ‌ରୁ

ନିଃଶଳାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିଃ+ଶଳାକା=କାଠୀ)

[ସମ୍ପାଦନା]
୧. (ଜୀବବିଜ୍ଞାନ ପରିଭାଷା)—ଯେଉଁ ପକ୍ଷୀ ବା ମାଛମାନଙ୍କର ଡେଣାରେ ଅସ୍ଥି ଶଳାକା ମାତ୍ର ନ ଥାଏ; ଅସ୍ଥିରହିତ — ୧. (Physiology) Anacanthous (birds and fishes); having spineless fins or wings.
୨. (ନିଃ+ଶଳାକା=ସାରିକା, ମଇନା ପକ୍ଷୀ; ଯେଉଁ ସ୍ଥାନକୁ ପକ୍ଷୀମାନେ ସୁଦ୍ଧା ଉଡ଼ି ଯାଇ ପାରନ୍ତି ନାହିଁ)— ନିର୍ଜନ; ବିଜନ —୨. Solitary; lonely.

[ଦ୍ରଷ୍ଟବ୍ୟ —ମନୁସଂହିତାରେ ଉପଦେଶ ଅଛି ଯେ ନିଃଶଳାକ ସ୍ଥାନରେ ମନ୍ତ୍ରଣା କରିବ]

୩. ଘାସ ଆଦି ଶଳାକା ଶୂନ୍ୟ —୩. (a place) Free from grass etc (M.W.).
୪. ପ୍ରତିବନ୍ଧରହିତ —୪. Without impediment or obstacle.