ନିଃଶେଷକୃତ
ଦେଖଣା
ନିଃଶେଷକୃତ
ଉଚ୍ଚାରଣ
[ସମ୍ପାଦନା](ନିଃଶେଷକୃତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. (ନିଃଶେଷ+କୃ ଧାତୁ+କର୍ତ୍ତୃବାଚ୍ୟ ତ)—ଯେ କିଛି ବାକି ନ ରଖି ସବୁଯାକ ଖାଦ୍ୟ ଖାଇଦିଏ; ଯେ ଖାଇଲା ପତ୍ରରେ କିଛିମାତ୍ର ବସ୍ତୁ ଛାଡ଼ି ନ ଯାଏ — Eating one's meals without any remainder (M.W.)
- ୨. (ନିଃଶଷ+କୃ ଧାତୁ+କର୍ମବାଚ୍ୟ ତ)—ଯେଉଁ ବସ୍ତୁକୁ ବା ପାତ୍ରକୁ ବା ଭଣ୍ଡାକୁ ନିଃଶେଷିତ କରା ଯାଇଅଛି — ୨. Completely emptied of its contents.