Jump to content

ନିଃଶେଷତଃ

ଉଇକିଅଭିଧାନ‌ରୁ

ନିଃଶେଷତଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି.ବିଶେଷଣ - (ନିଃଶେଷ+ତମ୍)

[ସମ୍ପାଦନା]
୧. ସମ୍ପୂର୍ଣ୍ଣରୂପେ — ୧. Completely; wholly; entirely (M.W.).
୨. କୌଣସି ଅଂଶ ବାକି ନ ରଖି — ୨. Without leaving any remainder.