Jump to content

ନିଃଶେଷିତ

ଉଇକିଅଭିଧାନ‌ରୁ

ନିଃଶେଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିଃ+ଶେଷ+ଇତ)

[ସମ୍ପାଦନା]
୧. ସମାପ୍ତ — ୧. Completed; finished.
୨. ବିଧ୍ୱସ୍ତ —୨. Utterly destroyed.
୩. ଯାହା ସରି ଯାଇଅଛି; ସମ୍ପୂର୍ଣ୍ଣରୂପେ ବ୍ୟୟିତ — ୩. Exhausted; totally consumed; drained to the dregs; emptied; spent up.
୪. ଯହିଁର ବା ଯାହାର କିଛି ମାତ୍ର ବଳି ପଡ଼ି ନାହିଁ — ୪. Having nothing left.