Jump to content

ନିଃଶୋଧ୍ୟ

ଉଇକିଅଭିଧାନ‌ରୁ

ନିଃଶୋଧ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍=ସମ୍ପୂର୍ଣ୍ଣରୂପେ+ଶୋଧ୍ୟ=ନିର୍ମଳ)

[ସମ୍ପାଦନା]
୧. ଧୁଆ ଯାଇଥିବା —୧. Washed.
୨. ନିର୍ମଳ —୨. Pure; clean.
୩. ମାର୍ଜିତ —୩. Refind; cleansed; purified.
୪. (ନିର୍=ନଞ୍ଜର୍ଥକ+ଶୋଧ୍ୟ)—ଯାହା ଶୋଧିତ ହେବାର ଆବଶ୍ୟକ ନାହିଁ —୪ Not to be cleansed or purified.